ଚାଷୀ ନୁହେଁ ସରକାରୀ ଅଧିକାରୀଙ୍କ ଠାରୁ କାଳିଆ ଟଙ୍କା ଆଦାୟ କର – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୨୮ଜୁଲାଇ-୨୦୧୯ ନିର୍ବାଚନରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଦିଆଯାଇଥିବା ଟଙ୍କା କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି…

କୋଭିଡ଼ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ ଜୁଲାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ଼-୧୯ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । କୋଭିଡ଼ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ଼ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦…

ଥାନା ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କଲେ ଡିଜିପି

ଭୁବନେଶ୍ୱର, ୨୮ ଜୁଲାଇ – କରୋନା ସମୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଥାନା ଗୁଡିକ ଲାଗି ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ଗାଇଡ୍…

କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ୍ ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ ଜୁଲାଇ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି । ଖୁବ୍ ଶୀଘ୍ର ରାଉରକେଲାର ଆଇ.ଜି.ଏଚ୍‌, ବୁର୍ଲାର ଭୀମସାର…

ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ: ଝାରସୁଗୁଡା ଓ ରାଉରକେଲା ରୁଟ୍‌ରେ ରେଳ ଚଳାଚଳ ବ୍ୟାହତ

ରାଜଗାଙ୍ଗପୁର,୨୫ଜୁଲାଇ: ଆଜି ସକାଳ ପ୍ରାୟ ୧୧ଟା ୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇ ନ ଥିବା…

ଗୁଞ୍ଜିବାଡିବାସୀଙ୍କ ଯୋଗାଯୋଗର ସାହାରା ପାଲଟିଛି ବିଦ୍ୟୁତ୍ ତାର ସମସ୍ୟା ସମାଧାନର ପ୍ରତିଶୃତି ଦେଇ ଏବେ ମିଳୁନି ନେତାଙ୍କ ଦର୍ଶନ

କନ୍ଧମାଳ,୨୫ଜୁଲାଇ: କନ୍ଧମାଳ ଜିଲ୍ଳାରେ ଦୁଃଖ ନ କହିିଲେ ନ ସରେ । ଦେଖିବାକୁ ମିଳିଛି କ. ନୂଆ ଗାଁ ବ୍ଲକର ଗୁଂଜିବାଡି ପଂଚାୟତ ବଗାଡି ଗ୍ରାମର ଏକ ନଦୀ ରେ ଶହ ଶହ…

ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାର ଫଳ

ଭୁୁବନେଶ୍ୱର , ୨୫ ଜୁଲାଇ – ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶୀଷ ହାଜରା ଏହି ସୂଚନା ଦେଇଛନ୍ତି…

ଡରାଉଛି କରୋନା, ଆଜି ୧୫୯୪ ନୂଆ ଆକ୍ରାନ୍ତ

ପୁଣି କରୋନା ନେଲା ୬ ଜୀବନ, ମୃତ୍ୟୁ ସଂଖ୍ୟା ୧୨୦ ଭୁବନେଶ୍ୱର : ଦିନକୁ ଦିନ କରୋନା କାୟାମେଲାଇବାରେ ଲାଗିଛି । ଗତକିଛିଦିନ ହେଲା ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହଜାରେ ପାର କରୁଛି ।…