କନ୍ଧମାଳ ୧୯/ ଜୁଲାଇ- କରୋନା ଭୂତାଣୁ ଦିନକୁ ଦିନ ସଂକ୍ରମଣ ହେବାରେ ଲାଗିଛି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କନ୍ଧମାଳ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏନ୍ଏସି ଓ ଫୁଲବାଣୀ ସଦର ମହକୁମା ସମସ୍ତ ଅଙ୍ଗନବାଡି, ଆଶାକର୍ମୀ, ଏଏନ୍ଏମ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଘରକୁ ଘର ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ସର୍ଭେ କରିବା ନିମନ୍ତେ ଏହାକୁ ଆଜି ବାଲିଗୁଡା ଏନ୍ଏସିରେ ଥିବା ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ସ୍କାନିଂ କରିଛନ୍ତି । ଏହି ସ୍କାନିଂ ଚାରି ଦିନ ପର୍ଯ୍ୟନ୍ତ ଚାଲୁରହିବ ।
About the author
Related Posts


July 25, 2020
ରାଜ୍ୟରେ କରୋନା ସ୍ଥିତ ଅସମ୍ଭାଳ

August 4, 2021