ସାକ୍ଷୀଗୋପାଳ ୧୯/୭)ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନ ବାଘସାହିରୁ ରବିବାର ଏକ ଜଙ୍ଗଲୀ ପକ୍ଷୀକୁ ଗ୍ରାମବାସୀ ମାନେ ଉଦ୍ଧର କରିଥିଲେ । ସକାଳେ ପ୍ରଫୁଲ୍ଲ ଦାସ ଙ୍କ ଚାଷଜମି ରେ ପଡିଯାଇଥିବା ଏହି ପକ୍ଷୀ କୁ ସେ ଦେଖିବା ପରେ ପାଖପଡୋଶୀଙ୍କୁ ଡାକି ପକ୍ଷୀଟିକୁ ଉଦ୍ଧାର କରି ଗାଁକୁ ଆଣିଥିଲେ । ତେବେ ଦିନ ହୋଇଯାଇଥିବାରୁ ପକ୍ଷୀଟି ଉହିନପାରି ସେଠାରେ ଖସିପଡିଥିବା ସନ୍ଦେହ କରି ଗ୍ରାମର ଯୁବକ ମାନେ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଦୁଇଜଣ ବନ କର୍ମଚାରୀ ଗ୍ରାମରେ ପହଞ୍ôଚ ପକ୍ଷୀଯିକୁ ଦେଖିବା ପରେ ଏହା ହୁଁ ହାଁ ଚଢ଼େଇ ବୋଲି କହିଥିଲେ । ତେବେ ପକ୍ଷୀଟିକୁ ସୁରକ୍ଷିତ ଅବସ୍ଥାରେ ପାଖ ସଂକକ୍ଷିତ ଜଙ୍ଗଲରେ ବନ କର୍ମଚାରୀ ମାନେ ଛାଡି ଦେଇଥିବା ବନ ଅଧିକାରୀ ପ୍ରଦପ୍ତ କୁମାର ପଟ୍ଟନାୟକ କହିଛନ୍ତି ।
About the author
Related Posts

July 16, 2020
ଭୀମସାର ୪ କରୋନା ଯୋଦ୍ଧାଙ୍କୁ କରୋନା

November 24, 2020
କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସା ମନା: କଟକଣା ଜାରି କଲେ ରାଜ୍ୟ ସରକାର

November 20, 2020