ନୂଆଦିଲ୍ଲୀ : ଆମେରିକାର ଆଲାସ୍କା ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡିଛି। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ କୋଠାଗୁଡ଼ିକ ଜୋରରେ ଥରାଇ ଦେଇଥିଲା। ଏଥି ସହିତ ବର୍ତ୍ତମାନ ଭୂକମ୍ପ ପରେ ଆଲାସ୍କାରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି।
About the author
Related Posts

October 30, 2020
‘ମେରି ସହେଲି’ ବୁଝିବ ମହିଳା ଯାତ୍ରୀଙ୍କ ସମସ୍ତ ସମସ୍ୟା


October 23, 2020