ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ହାତୀ ଆକ୍ରମଣରେ ରାସଗୋବିନ୍ଦପୁର ରେଞ୍ଜ ତୁକପଳାସିଆ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ମୃତାହତ ରାସଗୋବିନ୍ଦପୁର ରେଞ୍ଜ ତୁକପଳାସିଆ ଗାଁର ବୋଲି ଜଣାପଡିଛି। ଘଟଣା ନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
About the author
Related Posts

July 19, 2020
ବାପାକୁ ମାରିଦେଲା ଡାକ୍ତର ପୁଅ

July 20, 2020
ସୁବର୍ଣ୍ଣରେଖା ନଦିବାଲି ଲୁଣ୍ଠନ ବଢି ଚାଲିଛି
