ଜେନିଭା : ମିଳିତ ଜାତିସଂଘର ୭୫ତମ ବାର୍ଷିକୀ ଅବସରରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ ଭାରତୀୟ ଡାକ ବିଭାଗ ଏକ ଷ୍ଟାମ୍ପ ଜାରି କରିବ। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣକୁ ଭାରତ ସର୍ବାଧିକ ପ୍ରାଧାନ୍ୟ ଦେଇଥାଏ ଯାହା ଦ୍ୱାରା ଏହା ବିଶ୍ୱର ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରିଥାଏ। ସେ କହିଛନ୍ତି ଯେ ଅଣ ସ୍ଥାୟୀ ସଦସ୍ୟ ଭାବରେ ଭାରତ ଆଗାମୀ ଦିନରେ ସଂସ୍କାରମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେବ।
About the author
Related Posts

November 6, 2020
ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କଲା ୟୁଜିସି


November 4, 2020