ନହରକଣ୍ଟା ମିନି ଷ୍ଟାଡିୟମ କୁ ଏକ ବୃହତ ଷ୍ଟାଡିୟମର ରୂପ ଦେବାର କାମ ଆରମ୍ଭ ହେବ

Spread the love

ଓଡିଶା ବିକାଶ ର ଯୁବ ପ୍ରତିଭାବାନ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ତଥା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ଉନ୍ନତି କଥା ଚିନ୍ତା କରୁଥିବା,ଯୁବ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ,ଆଜି ୪ନଂ ୱାର୍ଡ ର ନହରକଣ୍ଟା ମିନି ଷ୍ଟାଡିୟମ କୁ ଏକ ବୃହତ ଷ୍ଟାଡିୟମର ରୂପ ଦେବାକୁ ଚିନ୍ତା କରିବା ସହ ସ୍ଥାନୀୟ ଲୋକ ମାନଙ୍କ ସହ ଏରିଆ ପରିଦର୍ଶନ ଭିତ୍ତି ଭୂମି ସମ୍ବନ୍ଧରେ ତଦାରଖ କରିଛନ୍ତି ।

About the author

Leave a Reply

Your email address will not be published. Required fields are marked *