ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ଦିନ ୧୨ଟାରେ ଘୋଷଣା ହେବ ରେଜଲ୍ଟ । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବ ।
About the author
Related Posts


November 20, 2020
ସୁର ଭାଇଙ୍କ ସ୍ୱର ଶୁଣିବ ଓଡ଼ିଶା

November 26, 2020