ପୁରୀ ବ୍ରହ୍ମଗିରିରେ ପତ୍ନୀକୁ ହତ୍ୟା କଲା ସ୍ୱାମୀ

Spread the love

ପୁରୀ/ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡ଼ସାହିରେ ଅଭାବନୀୟ ଘଟଣା। ପତ୍ନୀକୁ ହତ୍ୟା କଲା ସ୍ୱାମୀ। ମିଳିଥିବା ସୂଚନା ମୁତାବକ, ମୃତକଙ୍କ ନାମ ମାଳତୀ ଦେ। ଭାଇର ମୃତ ପରେ ଭାଉଜକୁ ବିବାହ କରିଥିଲେ ଅଭିଯୁକ୍ତ ପ୍ରଭାକର ଦେ । ଗତ କାଲି ଅଧ ରାତିରେ ମାରିଥିବା କହୁଛି ୧୨ ବର୍ଷର ଝିଅ । ଏଥି ସହିତ ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଘଟଣା ସ୍ଥଳରେ ପୋଲିସର ତଦନ୍ତ, ଅଭିଯୁକ୍ତ ସ୍ୱାମୀ ଅଟକ ରଖିଛି।

About the author

Leave a Reply

Your email address will not be published. Required fields are marked *