ପୁରୀ/ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡ଼ସାହିରେ ଅଭାବନୀୟ ଘଟଣା। ପତ୍ନୀକୁ ହତ୍ୟା କଲା ସ୍ୱାମୀ। ମିଳିଥିବା ସୂଚନା ମୁତାବକ, ମୃତକଙ୍କ ନାମ ମାଳତୀ ଦେ। ଭାଇର ମୃତ ପରେ ଭାଉଜକୁ ବିବାହ କରିଥିଲେ ଅଭିଯୁକ୍ତ ପ୍ରଭାକର ଦେ । ଗତ କାଲି ଅଧ ରାତିରେ ମାରିଥିବା କହୁଛି ୧୨ ବର୍ଷର ଝିଅ । ଏଥି ସହିତ ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଘଟଣା ସ୍ଥଳରେ ପୋଲିସର ତଦନ୍ତ, ଅଭିଯୁକ୍ତ ସ୍ୱାମୀ ଅଟକ ରଖିଛି।
About the author
Related Posts

October 30, 2020
‘ମେରି ସହେଲି’ ବୁଝିବ ମହିଳା ଯାତ୍ରୀଙ୍କ ସମସ୍ତ ସମସ୍ୟା

