+୨ ବିଜ୍ଞାନ ପରୀକ୍ଷାରେ ସତ୍ୟନାରାୟଣ କଲେଜର ବିବେକ ମାଲକାନଗିରି ଜିଲ୍ଲାର ଟପର August 3, 2021 ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସଦରମହକୁମା ଠାରେ ୨୦୧୫-୨୦୧୬ ମସିହାରେ ସ୍ଥାପିତ ହୋଇଥିବା ସତ୍ୟନାରାୟଣ +୨ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ସ୍ଥିର ଓ ଦୃଢସଂକଳ୍ପତାର ସହିତ ସଫଳତାର ଶୀର୍ଷ ସୀମାକୁ…
ଷଡୟନ୍ତ୍ର ଓ ଅନ୍ୟାନ୍ୟପୂର୍ଣ୍ଣ ଗିରଫଦାରୀ ବିରୋଧରେ କୃଷକ ସଂଘର୍ଷର ବିଜୟ ହେବ August 3, 2021 ଗଞ୍ଜାମ/ଆସିକା : ଷଡଯନ୍ତ୍ର ଓ ଅନ୍ୟାୟପୂର୍ଣ ଗିରଫଦାରୀର ଶିକାର ହୋଇଥିବା କୃଷକ ନେତା ବାସୁଦେବ ସିଓ, ପ୍ରଶାନ୍ତ ସ୍ବାଇଁ ଓ ପ୍ରଦ୍ୟୁମ୍ନ ବିଶ୍ବାଳ ଆଜି ଆସିକା ଜେଲରୁ ବେଲରେ ଆସିଛନ୍ତି ।ଏଠାରେ ପ୍ରକାଶ…
ନିଲମ୍ବିତ ହେଲେ କୁବେର ପିଏସ୍ ବିରଞ୍ଚି ସାହୁ August 2, 2021 ଭୁବନେଶ୍ବର : ଲମ୍ବିତ ହେଲେ କୁବେର ପିଏସ୍ ବିରଞ୍ଚି ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲେ ଷ୍ଟାଫ ସିଲେକସନ କମିଶନ । ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ…
ସିନ୍ଧୁଙ୍କୁ ବାଲୁକା କଳାକାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ୍ August 2, 2021 ପୁରୀ : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦେଶର ସୁନାମ ଅର୍ଜନ କରିଛନ୍ତି। ଏହି ବିଜୟ ସହିତ ଭାରତରକୁ ୩ ଟି ପଦକ ମିଳିଛି ।…
ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରବେଶ ଦାବିରେ ଫଟୋଗ୍ରାଫ୍ର ସଂଘର କର୍ମକର୍ତ୍ତାଙ୍କ ଧାରଣା August 2, 2021 ପୁରୀ/କୋଣାର୍କ : କରୋନା କଟକଣା ମଧ୍ୟରେ ସୋମବାର ଠାରୁ ଖୋଲିଛି କୋଣାର୍କ ମନ୍ଦିର । ତେବେ ମନ୍ଦିର ଖୋଲିବା ମାତ୍ରେ ଦେଖାଦେଇଛି ଅଶାନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଘରେ ଏକା ଥିବା ବେଳେ ଟାର୍ଗେଟ୍ କଲେ ଲୁଟେରା August 2, 2021 କନ୍ଧମାଳ : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ । ସୂଚନାନୁସାରେ, ପ୍ରଶାନ୍ତ କୁମାର…
ସୁବର୍ଣ୍ଣରେଖା ନଦୀରେ ପାଣି ବଢୁଛି August 2, 2021 ବାଲେଶ୍ବର : ସୁବର୍ଣ୍ଣରେଖା ନଦୀରେ ପାଣି ଲଗାତାର ବଢୁଥିବା ହେତୁ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାଫଳରେ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇର ୫ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହେବାର…
ବିଜେଡିର ଦୁଇ ନେତା ନିଲମ୍ବିତ August 2, 2021 ଭୁବନେଶ୍ବର : କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ବିଜେଡିର ଦୁଇ ନେତା ନିଲମ୍ବିତ ହୋଇଛନ୍ତି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ଲମ୍ଟାପୁଟ ବ୍ଲକ୍ର ରଘୁରାମ ମାଛ ନିଲମ୍ବିତ ହୋଇଛନ୍ତି। ସେହିପରି…
ସର୍ବସାଧାରଣଙ୍କ ଲାଗି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର August 2, 2021 କୋଣାର୍କ ୨।୮: କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ…
ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଅଲିମ୍ପିକରେ ଭାରତକୁ ତୃତୀୟ ପଦକ ଦେଇଛନ୍ତି August 1, 2021 ଟୋକିଓ : ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଅଲିମ୍ପିକରେ ଭାରତକୁ ତୃତୀୟ ପଦକ ଦେଇଛନ୍ତି। ସିନ୍ଧୁ ଚୀନ ଖେଳାଳିଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକରେ ଭାରତ ଏ ପର୍ଯ୍ୟନ୍ତ…