ଟୀକା ଆଶା ଦେଲା ରୁଷ : ୭୫୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ସ୍ପୁଟନିକ-ଭି, ଖୁବ ଶୀଘ୍ର ହେବ ଉପଲବ୍ଧ

ମାସେ ଦୁଇମାସ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବ ବୋଲି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଟୀକା କେବେ ମିଳିବ? ଏହାର ମୂଲ୍ୟ କେତେ ହେବ? କେଉଁମାନଙ୍କୁ…

ଧୋନୀଙ୍କ ଫାର୍ମରେ ମିଳୁଛି ଶସ୍ତା ପରିବା, ଟମାଟୋ କିଲୋ ପ୍ରତି ୪୦: ଦିନକୁ ୩୦୦ ଲିଟର କ୍ଷୀର ବି ହେଉଛି ବିକ୍ରି

ରାଞ୍ଚି : ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅବସର ଗ୍ରହଣ କରିବା ପରେ ଚାଷ ଉପରେ ମନୋନିବେଶ କରିଛନ୍ତି। ନିକଟରେ ସେ କଡ଼କନାଥ କୁକୁଡ଼ା ଫାର୍ମ କରିବେ…

ପତ୍ନୀଙ୍କ ବିୟୋଗ ସତ୍ତ୍ୱେ ଦିନ ତମାମ ଅଫିସରେ ବସି କୁଳପତି ପଦ ପାଇଁ ସାକ୍ଷାତକାର ନେଲେ ରାଜ୍ୟପାଳ ଗଣେଶି ଲାଲ

ଭୁବନେଶ୍ୱର : ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନାଁ କାହିଁକି ସର୍ବଦା ସମସ୍ତେ କୁହନ୍ତି ତାଙ୍କ ପାଇଁ ତାଙ୍କ କର୍ମ ହିଁ ଭଗବାନ। କିନ୍ତୁ ବହୁତ କମ୍‌ ଲୋକ ଏହାକୁ ପାଳନ କରନ୍ତି।…

କରୋନାରେ ଚାଲିଗଲେ ମହାତ୍ମା ଗାନ୍ଧିଙ୍କ ପୌତ୍ର

ଜୋହନ୍ସବର୍ଗ : କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ରଚିଛି। ସଂକ୍ରମଣରେ ଅନେକ ନାମୀ ଦାମୀ ଲୋକେ ପ୍ରାଣହରାଇଛନ୍ତି। ଏଥିରେ ଏବେ ମହାତ୍ମା ଗାନ୍ଧିଙ୍କ ପୈତ୍ର ସତୀଶ ଧୂପେଲିଆଙ୍କ ନାମ ଯୋଡ଼ି…

କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣାରେ ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି…

କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଭାରତରେ ଆଜି ପୁଣି ତେଲଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ…

ଓଡ଼ିଶାରେ ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ଗ୍ୱାଲିୟର Covid ସେଣ୍ଟରରେ ନିଆଁ , ବିନା ପିପିଇ କିଟରେ ସବୁ ରୋଗୀଙ୍କୁ ବାହାର କଲେ ୨ମହିଳା ଡାକ୍ତର

ଗ୍ୱାଲିୟର : ଗୋଟିଏ ପଟେ ସଂକ୍ରମଣ ଭୟ ସେପଟେ ଅଗ୍ନି ଦୁର୍ଘଟଣା, ନିଜ ଜୀବନକୁ ବାଜି ଲଗାଇଦେଲେ ଦୁଇ ମହିଳା ଡାକ୍ତର।  କୋଭିଡ କେୟାର ସେଣ୍ଟରରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ବାହାର କଲେ। …

ଓଡିଶାର ୮ଟି ଜିଲ୍ଲାରେ ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି)ଅଧୀନରେ ତୈଳ…

ଜଳପଥରେ ଦମ୍ ଦେଖାଇଲେ ୪ ଦେଶର ନୌସେନା, ଭାରତୀୟ ବାୟୁ ସେନା ମଧ୍ୟ କଲା କମାଲ

ନୂଆଦିଲ୍ଲୀ : ଆକାଶମାର୍ଗରେ ୪ ଦେଶର ନୌସେନାଙ୍କ ଜୋରଦାର ଯୁଦ୍ଧାଭ୍ୟାସ । ଚୀନକୁ ସାବାଡ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ ଦେଶ । ଭାରତର ମିଗ୍-୨୯କେ ଏବଂ ଆମେରିକାର ଏଫ୍-୧୮ ଲଡାଖୁ…