୬୦୦ରୁ ୬୦୦ ମାର୍କ ରଖିଲେ ଦିବ୍ୟାଂଶୀ

ଲକ୍ଷ୍ନୌ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ଫଳାଫଳ ଘୋଷଣା କରିଛି। ଏହି ପରୀକ୍ଷାରେ ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତ ବର୍ଷ ୮୩.୪୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍…

କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି: WHO

ନ୍ୟୁୟର୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ କହିଛନ୍ତି, ବିଶ୍ୱରେ କୋଭିଡ-୧୯ ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି। ସ୍ଥିତିରେ ସୁଧାର ପାଇଁ ସମୟ ଲାଗିବ। ସୋମବାର ଭିଡିଓ କନଫରେନସ…

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଶାସକ ବିଜେଡି ତା’ର ସାଂଗଠନିକ ପୁର୍ନବିନ୍ୟାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ପ୍ରଥମଥର ପାଇଁ ଦଳ ନିଜର ମହିଳା ସଂଗଠନକୁ…

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରଠୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ପୁଣିଥରେ ଦଳୀୟ କାର୍ଯ୍ୟରେ ସକ୍ରିୟ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ…

ପିସିସି ସଭାପତି ରେସ୍‌ରେ କେତେ ଜଣ ଅଛନ୍ତି କହିଲେ ସୁର

ଭୁବନେଶ୍ୱର: ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ? ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ…

ଭୁବନେଶ୍ୱରର ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ବେକାବୁ କରୋନା। ସହରରେ କରୋନା ଆକ୍ରାନ୍ତ ଚିହ୍ନଟରେ ଆଜି ଅର୍ଦ୍ଧଶତକ। ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬…

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ଭୁବନେଶ୍ୱର: ବଢ଼ୁଛି ଦୁଇ ଭଉଣୀଙ୍କ କଳି। ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ଆଥଲେଟ ଭଉଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଆହୁରୀ ତୀବ୍ର ହୋଇଛି।  ଗତକାଲି  ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ…

କଟକରୁ ହଟିଲା ଶଟ୍‌ଡାଉନ୍, ଖୋଲିବ ଶପିଂ ମଲ୍‌

କଟକ : ଆଜିଠାରୁ କଟକରୁ ଶଟ୍‌ଡାଉନ୍ ହଟିଛି। କଟକ ମହାନଗର ନିଗମ ଅଞ୍ଚଳରୁ ଶଟ୍‌ଡାଉନ୍ ହଟାଇବାକୁ ଗତକାଲି ସିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ…

ରାଜ୍ୟରେ ଆଉ ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ…

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭୦ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…