ରାଜ୍ୟରେ ସାରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଆସନ୍ତା ଜୁନ 1 ରେ ହେବାକୁ ଯାଉଛି ଶେଷ ନିର୍ବାଚନ ଯାହା ପାଇଁ ରାଜନୈତିକ ଦଳର ପ୍ରଚାର ପ୍ରସାର ଜୋର ସୋର ରେ ଚାଲିଛି .. କିନ୍ତୁ ଏହି ପ୍ରସାର ପ୍ରସାର ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ. ବାଲେଶ୍ୱର ପରେ ଜଳେଶ୍ୱର ମଝି ରାସ୍ତାରେ ଆମ୍ବୁଲାନ୍ସ ଅଟକିଥିଲା.. ଗତକାଲି ସନ୍ଧ୍ୟାରେ କାର୍ତିକ ପାଣ୍ଡିଆନଙ୍କ ବାଲେଶ୍ୱର ରାଲି ସମୟରେ ମଝି ରାସ୍ତାରେ ଅଟକିଥିଲା ୧୦୮ ଆମ୍ବୁଲାନ୍ସ , ଜଳେଶ୍ଵର ରେ ବି ସେହି ସମାନ ସ୍ତିତି , ପାଣ୍ଡିଆନ୍ ଙ୍କ ସଭା ପାଇଁ ରାସ୍ତା ମଝିରେ ଦୁଇ ରୁ ତିନି ଘଣ୍ଟା ଅଟକିଲା ୧୦୮ ଆମ୍ବୁଲାନ୍ସ , ଆମ୍ବୁଲାନ୍ସ ରେ ଥିବା ରୋଗୀ ଗୁରୁତ୍ତର ପରେବି ସୁଧୁରି ଲାନି ବିଜେଡି ମାନବିକତା ,ରା଼ଲି ପାଇଁ ଏମିତି ସାଧାରଣ ଜନତା ଅସୁବିଧାର ଶିକାର ହେଉଛନ୍ତି .. ଏଇ କି ଠିକ ବ୍ୟବସ୍ଥା ? ବୋଲି ସେଠାରେ ଥିବା ଅନେକ ଲୋକେ ଥିଲେ . ସେପଟେ ବାଲେଶ୍ୱର ରେ ନିର୍ବାଚନ ପ୍ରଚାର ପାଇଁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ତା I

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *