କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଜି ଆସିବ ବଡ଼ ନିଷ୍ପ

କର୍ଣ୍ଣାଟକ : କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଜି ଆସିବ ବଡ଼ ନିଷ୍ପତ୍ତି। ଆଜି ହିଁ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଦିଲ୍ଲୀ ଗସ୍ତରେ ଯାଇ ଫେରିଥିବା…

ବିଜେଡିର ଦୁଇ ନେତା ନିଲମ୍ବିତ

ଭୁବନେଶ୍ବର : କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ବିଜେଡିର ଦୁଇ ନେତା ନିଲମ୍ବିତ ହୋଇଛନ୍ତି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ଲମ୍‌ଟାପୁଟ ବ୍ଲକ୍‌ର ରଘୁରାମ ମାଛ ନିଲମ୍ବିତ ହୋଇଛନ୍ତି। ସେହିପରି…

ଭାରତ-ଗ୍ରେଟ୍ ବ୍ରିଟେନ ପୁରୁଷ ହକି ମ୍ୟାଚ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳକୁ ବହୁତ ପସନ୍ଦ କରନ୍ତି । ସେ ଆଜି ସନ୍ଧ୍ୟାରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ସ-୨୦୨୦ର ଭାରତ ଓ ଗ୍ରେଟ୍ ବ୍ରିଟେନ୍ ମଧ୍ୟରେ…

ଉତ୍କଳବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ…

ପୁରୀରେ ଜାରି ହେଲା ୧୪୪ ଧାରା , ପତିତପାବନଙ୍କୁ ଦେଖି ପାରିବେନି ଭକ୍ତ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ  ୧୪୪ ଧାରା ଲାଗୁ କରାଯାଇଛି । ଆଜି ରାତି 2ରୁ ନାଗାର୍ଜୁନ ବେଶ ସରିବା ପର୍ଯ୍ୟନ୍ତ ଏହି ନିୟମ ବଳ ବତ୍ତର ରହିବ ।

ନହରକଣ୍ଟା ମିନି ଷ୍ଟାଡିୟମ କୁ ଏକ ବୃହତ ଷ୍ଟାଡିୟମର ରୂପ ଦେବାର କାମ ଆରମ୍ଭ ହେବ

ଓଡିଶା ବିକାଶ ର ଯୁବ ପ୍ରତିଭାବାନ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ତଥା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ଉନ୍ନତି କଥା ଚିନ୍ତା କରୁଥିବା,ଯୁବ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର…

ଟୀକା ଆଶା ଦେଲା ରୁଷ : ୭୫୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ସ୍ପୁଟନିକ-ଭି, ଖୁବ ଶୀଘ୍ର ହେବ ଉପଲବ୍ଧ

ମାସେ ଦୁଇମାସ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବ ବୋଲି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଟୀକା କେବେ ମିଳିବ? ଏହାର ମୂଲ୍ୟ କେତେ ହେବ? କେଉଁମାନଙ୍କୁ…

କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣାରେ ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି…

ଓଡ଼ିଶାରେ ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ଓଡିଶାର ୮ଟି ଜିଲ୍ଲାରେ ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି)ଅଧୀନରେ ତୈଳ…