ଯାଜପୁର ଜିଲ୍ଲା ନୂଆଗଡ ଗୋଲେଇ ଛକ ନିକଟରେ ଗତ କାଲି ବିଳମ୍ୱିତ ରାତିରେ ଏକ ୧୬ ଚକିଆ ଟ୍ରକ୍ ଦୃତ ଗତିରେ ଜନ ବସତି ଆଡ଼କୁ ଧସେଇ ପଶିଥିଲା I ରାତ୍ରି କାଳୀନ ଦୃଘଟାଣା ଟି ଅତ୍ୟନ୍ତ ଭୟାନକ ଥିଲା ଫଳରେ ଲୋକେ ସୋଇଥିବା ବେଳେ କାମିନୀ ଗୁରୁ ଙ୍କ ଘର, ବିଶ୍ଵନାଥ ଗୁରୁଙ୍କ ଘର, ରାଗୁଚି ଗୁରୁ ଙ୍କ ଦୋକାନ ଘର,ଟୁନା ଗୁରୁଙ୍କ ମାରୁତି ଢଟଠ କାର ଓ କୈବଲ୍ୟ ଗୁରୁଙ୍କ ଅଟୋ ଘଟଣା ସ୍ଥଳରେ ଗୁଣ୍ଡ ହୋଇଯାଇଛି I ଏହି ଦୃଘାଟଣାରେ କାମିନୀ ଗୁରୁଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି I ଘଟଣା ସ୍ଥଳରେ କୋରାଇ ପୋଲିସ ଓ ଘଐଇଓ କର୍ତ୍ତୃପକ୍ଷ ପହିଁଞ୍ଚି ଦୃଘଟଣା ଗ୍ରସ୍ତ ଟ୍ରକ କୁ ଜବତ କରିବା ସହ ଗବଷସଦ୍ଭୟକ୍ସବ ଢଟଠ, ଓ ଅଟୋ ଗାଡ଼ିର ଅବସ୍ଥାକୁ ଯାଞ୍ଚ କରିଛନ୍ତି ଓ ତେବେ କେନ୍ଦୁଝର, କଟକ, ଭଦ୍ରକ୍, ଢେଙ୍କାନାଳକୁ ସଂଯୋଗ କରୁଥିବା ଏହି ନୂଆଗଡ ଗୋଲେଇ ଛକର ୨୦ ନମ୍ୱର ଜାତୀୟ ରାଜପଥ କଡ଼ରେ ପ୍ରତେକ ଦିନ ବଡ ବଡ଼ ଦ୍ରୁଘଟଣା ଘଟୁଛି I ଏବଂ ଏହି ରାସ୍ତା କଡରେ ଅନେକ ଗୁଡ଼ିଏ ଗାଁ ରହିଥିବାରୁ ପ୍ରତେକ ଦିନ ଲୋକ ମାନେ ଏଠାରେ ନିଜ ଜୀବନକୁ ପାଣି ଛଡାଇ ବଞ୍ଚୁଛନ୍ତି ଓ ତେଣୁ ଘଐଇଓ କର୍ତ୍ତୃପକ୍ଷ ଏଠାରେ ବାରିଗେଟ ଓ ସାଇନ୍ ବୋର୍ଡ ସହ ଗାଡ଼ି ଗୁଡ଼ିକର ଗତିସୀମାକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା କଲେ ଲୋକ ମାନେ ଶାନ୍ତି ରେ ଜୀବନ ଜାପାନ କରି ପରନ୍ତେ ବୋଲି ଗ୍ରାମ ବାସି ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *